DailyBoost

DailyBoost Contact information, map and directions, contact form, opening hours, services, ratings, photos, videos and announcements from DailyBoost, Balasore, Bhubaneswar.

Sabudana Cheese Balls Recipe(Crispy outside, gooey cheese inside - viral vrat snack)Ingredients For Outer Mixture:1 cup ...
30/09/2025

Sabudana Cheese Balls Recipe
(Crispy outside, gooey cheese inside - viral vrat snack)

Ingredients
For Outer Mixture:
1 cup soaked sabudana (4-5 hours)/ ୧ କପ୍ ଭିଜା ସାବୁଦାନା (୪-୫ ଘଣ୍ଟା)

2 boiled potatoes (mashed) / ୨ଟି ସିଝା ଆଳୁ

2 tbsp roasted peanut powder / ୨ ଚାମଚ ଭଜା ବାଦାମ ପାଉଡର

1 green chili, finely chopped / ୧ଟି କଞ୍ଚା ଲଙ୍କା, ଛୋଟ ଛୋଟ କଟା ହୋଇଥିବା

1/2 tsp roasted cumin powder / ୨ ଚାମଚ ଭଜା ଜିରା ପାଉଡର

Sendha namak to taste / ସ୍ୱାଦ ଅନୁସାରେ କଳା ଲୁଣ

For Stuffing: ଷ୍ଟଫିଂ ପାଇଁ:

Small cheese cubes (mozzarella/processed, vrat-friendly) /

Black pepper (optional) / କଳା ଗୋଲମରିଚ

For Frying:

Ghee or oil as required / ଆବଶ୍ୟକତା ଅନୁସାରେ ଘିଅ କିମ୍ବା ତେଲ

Method / ପ୍ରଣାଳୀ
Step 1: Prepare Outer Mixture/ ପଦକ୍ଷେପ ୧: ବାହ୍ୟ ମିଶ୍ରଣ ପ୍ରସ୍ତୁତ କରନ୍ତୁ

1. Mash boiled potatoes + soaked sabudana in a bowl / ୧. ଏକ ପାତ୍ରରେ ସିଝା ଆଳୁ + ଭିଜା ସାବୁଦାନାକୁ ରଖନ୍ତୁ।

2. Add peanut powder, chili, cumin, and rock salt. ୨. ବାଦାମ ପାଉଡର, ଲଙ୍କା, ଜିରା, ଏବଂ କଳା ଲୁଣ ମିଶାନ୍ତୁ।

3. Mix well into a smooth dough-like mixture. / ୩. ଏକ ମସୃଣ ଡୋ ଭଳି ଭଲ ଭାବରେ ମିଶାନ୍ତୁ।

Step 2: Shape & Stuff / ପଦକ୍ଷେପ 2: ଆକୃତି ଏବଂ ପୁର

1. Take small portion of mixture, flatten on palm / ୧. ମିଶ୍ରଣର ଛୋଟ ଅଂଶ ନେଇ ପାପୁଲି ଉପରେ ଚେପଟା କରନ୍ତୁ।

2. Place one cheese cube in center, cover fully with sabudana mix / ୨. ମଝିରେ ଗୋଟିଏ ଚିଜ୍ କ୍ୟୁବ୍ ରଖନ୍ତୁ, ସାବୁଦାନା ମିଶ୍ରଣ ସହିତ ସମ୍ପୂର୍ଣ୍ଣ ଘୋଡାନ୍ତୁ।

3. Roll into smooth balls. / ଭଲଭାବରେ ଗୋଲ୍ କରନ୍ତୁ

Step 3: FryHeat oil/ghee and fry on medium flame till golden & crispy outside. / ପଦକ୍ଷେପ ୩: ତେଲ/ଘିଅ ଗରମ କରି ମଧ୍ୟମ ଆଞ୍ଚରେ ବାହାର ଗୋଲ୍ଡେନ ଏବଂ crispy ହେବା ପର୍ଯ୍ୟନ୍ତ ଛାଣନ୍ତୁ
Step 4: Serve / ପଦକ୍ଷେପ ୪: ଖାଇବାକୁ ଦିଅନ୍ତୁ

Serve hot - break open for cheese pull effect

29/09/2025

ଦଶହରା ରେ ଏହିପରି tasty & healthy ପିଠା ବନେଇ ଖାଆନ୍ତୁ ଆଉ ମାଁ ଙ୍କ ଆଶୀର୍ବାଦ ନିଅନ୍ତୁ

ସମ୍ବର ପାଉଡର ଧନିଆ ,ଜୀରା , ମେଥି, ଷୋରିଷ, ବୁଟ ଡାଲି, ହରଡ ଡାଲି, ବିରି ଡାଲି, ଭୃଷଙ୍ଗ ପତ୍ର, ଶୁଖିଲା ଲଙ୍କା, ହଳଦୀ ଗୁଣ୍ଡ , ଗୋଲମରିଚ, ଲୁ...
22/09/2025

ସମ୍ବର ପାଉଡର
ଧନିଆ ,ଜୀରା , ମେଥି, ଷୋରିଷ, ବୁଟ ଡାଲି, ହରଡ ଡାଲି, ବିରି ଡାଲି, ଭୃଷଙ୍ଗ ପତ୍ର, ଶୁଖିଲା ଲଙ୍କା, ହଳଦୀ ଗୁଣ୍ଡ , ଗୋଲମରିଚ, ଲୁଣ ଏସବୁକୁ ଭଲଭାବରେ ଭାଜି ଥଣ୍ଡା କଲାପରେ ଗୁଣ୍ଡ କରି ପ୍ରସ୍ତୁତ କରନ୍ତୁ ସମ୍ବର ପାଉଡର

19/09/2025

Pakhala by Priya

16/09/2025

ଭୋଜି ପରି ଟେଷ୍ଟ ଘରେ ଵନେଇବା ବନ୍ଧାକୋବି ମାଛ ମୁଣ୍ଡ ଘାଣ୍ଟ

15/09/2025

ମାତ୍ର 10 ମିନିଟ ରେ ନୁଆ ଶୈଳୀରେ ଘରେ ବନାନ୍ତୁ ଟେଷ୍ଟି ଓଉ ଖଟା

How to make Veg Momo at home  # Ingredients:For dough: - 1 cup maida (all-purpose flour)- Chopped fresh coriander- 1 spo...
15/09/2025

How to make Veg Momo at home
# Ingredients:
For dough:
- 1 cup maida (all-purpose flour)
- Chopped fresh coriander
- 1 spoon oil
- Pinch of salt
For filling:
Grated cabbage
Carrot
Onion
Panneer
Capsicum
Salt
Ginger paste
Black pepper powder
Soy sauce
Butter

For chutney:
2 tomatoes
3-4 Kashmiri dry red chilies
Roasted peanuts
Sesame seeds
Salt

# Instructions:
1. Prepare dough: Knead maida with coriander, oil, and salt.
2. Prepare filling: Squeeze water from grated veggies, add salt, ginger paste, pepper, soy sauce, and butter. Mix with hot oil.
3. Shape momos, steam for 15 minutes.
4. Make chutney: Blend boiled tomatoes, chilies, peanuts, sesame seeds, and salt.

13/09/2025

12/09/2025

ଇଲିସି ମାଛ ମୁଣ୍ଡ ତରକାରୀ

10/09/2025

Pamphlet grevy

Address

Balasore
Bhubaneswar
0674

Website

Alerts

Be the first to know and let us send you an email when DailyBoost posts news and promotions. Your email address will not be used for any other purpose, and you can unsubscribe at any time.

Share