geetashree kitchen

geetashree kitchen Jai Jagannath, I am Geetashree, from Odisha. https://youtu.be/dNXK6CWQDPs?si=YLpcJz7b5IPz0Ryq
(1)

My content varies from Odisha's authentic cuisines (pitha, sweets, 56 bhog etc), cuisines of veg and non-veg from different parts of India and bakery items.

23/08/2026

ବିନା ପିଆଜ ରସୁଣ ଥାଳି ରେ ଅଛି ସାତ ରକମ ର ବ୍ୟଞ୍ଜନ ସବୁଗୁଡ଼ା ସ୍ୱାଦିଆ (no oinion garlic thali )

22/08/2026

ବିନା ମଇଦା ନା ଛାଣିବାକୁ ନା ଚକଟି ବାକୁ ନା ବେଲିବାକୁ ପଡିବ ଅତି ସହଜରେ କରନ୍ତୁ ସ୍ପ୍ରିଙ୍ଗ ରୋଲ

22/08/2026

ବିନା ମଇଦା, ଅଟା ନା ଚକଟିବେ ନା ବେଲିବେ ନା ଛାଣିବାକୁ ପଡିବ healthy tiffin veg spring roll

Without onion garlic thali. I have shown 7 unique type of recipes for this plate. If you want to know then visit my yout...
21/08/2026

Without onion garlic thali. I have shown 7 unique type of recipes for this plate. If you want to know then visit my youtube channel geetashree kitchen or link given below
https://youtu.be/GcmOYVwtG5A?si=jL6Rbx40JQRWBMvt

Enjoy the videos and music you love, upload original content, and share it all with friends, family, and the world on YouTube.

21/08/2026

ମସଲା ଦହି ବାଇଗଣ ସବୁ ଦହି ବାଇଗଣ ଠାରୁ ଭିନ୍ୟ. ସ୍ୱାଦ ଯେମିତି ଦେଖିବାକୁ ସେମିତି ପୁରା ଭିନ୍ୟ ପ୍ରଣାଳୀ ରେ

20/08/2026

Resturent style Fried rice. ଥରେ ଏମିତି ପ୍ରଣାଳୀ ରେ ଫ୍ରୀଏଡ଼ ରାଇଜ କରନ୍ତୁ ପିଲା ଠୁ ବଡ ଖୁସିରେ ଖାଇବେ

20/08/2026

ରାକ୍ଷୀ ରେ ଏଇ ମିଠା କରନ୍ତୁ.. ବିନା ପରିଶ୍ରମ ନା ଚକଟି ବେ ନା ଛାଣିବେ କମ ସମୟରେ ଦାମିକା ମିଠା କମ ଖର୍ଚ ରେ ଘରେ କରିପାରିବେ

19/08/2026

ସତୁ ପରଟା ସବୁ ପରଟା ଠାରୁ ଭିନ୍ୟ. ବହୁତ ହି ହେଲଦି.

18/08/2026

ଶ୍ରାବଣ ମାସ ର ସ୍ପେସିଆଲ ମସଲା ଡାଲମା ବହୁତ ହି ସ୍ୱାଦିୟା ଥରେ ଖାଇଲେ ସ୍ୱାଦ ଭୁଲିପାରିବେନି Masala Dalma no onion garlic

17/08/2026

କେରଳ ପ୍ରସିଦ୍ଧ ଭେଜିଟେବିଲ୍ ସ୍ଟିଉ (vegetable stew)ବହୁତ ହି ହେଲଦି ଆଉ ସ୍ୱାଦିଷ୍ଟ

Address

Bhubaneswar

Website

Alerts

Be the first to know and let us send you an email when geetashree kitchen posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share