Hota's Kitchen and Vlogs

Hota's Kitchen and Vlogs I am an International Food and Travel Vlogger | Love to travel across the globe | So far covered 6 countries | Target 50 |

06/05/2026


ଶ୍ରୀଲଙ୍କାର ସିଗିରିଆରୁ କେଣ୍ଡି ସହରକୁ ଯାତ୍ରା । ଏଠାକାର ପରିବେଶ ଅତ୍ୟନ୍ତ ସୌନ୍ଦର୍ଯ୍ୟମୟ ।

27/04/2026


ଚେନ୍ନାଇର ଅନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ କାହିଁକି ପାଣି ବୋତଲର ଦାମ୍ ଏତେ ଅଧିକ ? ଏହା କେତେଦୂର ଯଥାର୍ଥ ?

25/04/2026

ମରିନା ବିଚ୍, ଚେନ୍ନାଇ । Marina beach . Longest sea beach of India.

25/04/2026


ଦେଖନ୍ତୁ ଚେନ୍ନାଇରେ ଥିବା ମରିନା ବିଚ୍ । ଏହା ହେଉଛି ଭାରତର ଦୀର୍ଘତମ ଓ ପୃଥିବୀର ଦ୍ବିତୀୟ ଦୀର୍ଘତମ ବିଚ୍ । ଏହାର ଲମ୍ବା ପାଖାପାଖି ୧୨ କିଲୋମିଟର ।

23/04/2026


ଶ୍ରୀଲଙ୍କା ମୁଁ ଦେଖିଲି ଏମିତି ଏକ ଫଳ । ଆପଣ କେବେ ଦେଖିଛନ୍ତି କି ?

22/04/2026


ଶ୍ରୀଲଙ୍କାର କେଣ୍ଡି ସହରରେ ଥିବା ଏହି ବୌଦ୍ଧ ମନ୍ଦିରରେ ରହିଛି ଭଗବାନ ଗୌତମ ବୁଦ୍ଧଙ୍କର ଦାନ୍ତ । ଏହା ସହ ଦେଖନ୍ତୁ ବ୍ରିଟିଶ ଅମଳର କ୍ବିନ୍ସ ହୋଟେଲ ଏବଂ କେଣ୍ଡି ହ୍ରଦ ।

22/04/2026


ଦେଖନ୍ତୁ ଶ୍ରୀଲଙ୍କାର ଗେମ୍ପୋଲା ସହର ନିକଟରେ ଆମ୍ବୁଲଓ୍ବାଓ୍ବା ଟାଓ୍ବାର । ୧୫୭ ଫୁଟ ଉଚ୍ଚତା ବିଶିଷ୍ଟ ଏହି ଟାଓ୍ବାର ଶ୍ରୀଲଙ୍କାର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଅନ୍ୟତମ ।

18/04/2026


ଦେଖନ୍ତୁ ଶ୍ରୀଲଙ୍କାର ଡମ୍ବୋଲା ଠାରେ ଥିବା ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ।

18/04/2026


ଭାବିଥିଲୁ ସୁନାର ଲଙ୍କାରେ ରାବଣର ପସନ୍ଦର ଜଳଖିଆ ଖାଇବୁ, ହେଲେ ସିଗିରିଆରେ ରାବଣର ମହଲ ବୁଲିବା ପରେ ଆମକୁ ମିଳିଲା ଏମିତି ଜଳଖିଆ ।

I've just reached 15K followers! Thank you for continuing support. I could never have made it without each one of you. 🙏...
14/04/2026

I've just reached 15K followers! Thank you for continuing support. I could never have made it without each one of you. 🙏🤗🎉

09/04/2026


ଦେଖନ୍ତୁ ଶ୍ରୀଲଙ୍କାର ମାଡୁ ନଦୀ , ଯେଉଁଠି ଭାରତ ମହାସାଗର ସହ ହୋଇଛି ନଦୀର ମିଳନ । ପୃଥିବୀର ସୁନ୍ଦର ନଦୀ ମଧ୍ୟରୁ ଏହା ଅନ୍ୟତମ ।

Address

Meghamalatota, Jayanagar
Jeypore
764005

Telephone

+919437206810

Website

Alerts

Be the first to know and let us send you an email when Hota's Kitchen and Vlogs posts news and promotions. Your email address will not be used for any other purpose, and you can unsubscribe at any time.

Contact The Business

Send a message to Hota's Kitchen and Vlogs:

Share