Ama Safar Ama swad sambalpuri lifestyle

Ama Safar Ama swad sambalpuri lifestyle Contact information, map and directions, contact form, opening hours, services, ratings, photos, videos and announcements from Ama Safar Ama swad sambalpuri lifestyle, Kitchen/Cooking, Sambalpur.

ଜୁହାର,🙏
ସ୍ବାଗତ କରୁଛେ ମୋର ✨💞 ama Safar ama swad sambalpuri lifestyle 💞✨କେ ।ମୋର ଭାଷା ସମ୍ବଲପୁରୀ ଏ ଆଉ ମୋତେ ମୋର ସଂସ୍କୃତି ବହୁତ ଭଲ ଲ।ଗସୀ । ମୋର୍ page ରେ ଆପଣ ମାନକେ ଦେଖିବା କେ ମିଳବା ଆମର ଓଡ଼ିଶା ର sundar ଜାଗା, ଘରର ସ୍ଵାଦିଷ୍ଟ khana,au ମୋର daily life💞 FOLLOW page👇

03/05/2026

ଘରେ ବନାଳି ହୋଟେଲ ର ହେନ୍ତି ଟେଷ୍ଟୀ ଚିକେନ ପୁଲାଓ 😍


27/04/2026

ଆଜିର GRWM ଲୁକ୍ ✨

27/04/2026

ମୋର ଆଜିର GRWM ଲୁକ୍ 😍✨
GRWM Aaj ka look 🥰







22/04/2026

ଷ୍ଟେସନ୍ ରୁ ଘର ପର୍ଯ୍ୟନ୍ତ – ରାତିରୁ ସକାଳ ପର୍ଯ୍ୟନ୍ତ 🚆🌄













20/04/2026

ଚୁଲିରେ ବନାଲି ମାଛ ତରକାରୀ 😋🔥 ଖାଣ୍ଟି ଦେଶୀ ସ୍ୱାଦ 😋










16/04/2026

ପାଣି ପାଖେ ବ୍ରିଜ୍ ଉପରେ ଚାଲିବାର ମଜା… ମନ୍ ଫ୍ରେଶ୍ ହେଇଗଲା 🌊✨












15/04/2026

ଦେଖିଲେ ମୁହଁରେ ପାଣି ଆସିଯିବା 🤤 ସୁପର ଟେଷ୍ଟି ଚିକେନ 🤤 ।

07/04/2026

ଆଜି ଘରେ ବନାଲି ମଟନ୍ ପୋଟା କଲଜା 😋🍲
ସମ୍ବଲପୁରୀ ଷ୍ଟାଇଲ୍ ରେ ଏତେ ସ୍ୱାଦିଷ୍ଟ ହେଲା ଯେ ଖାଇକରି ମନ୍ ଖୁସି ହେଇଗଲା 😍


05/04/2026

ଆଜି ମୋର ଦିନ୍ କେନତା କଟିଲା ?

30/03/2026

ଘରେ ବନାଲି ଖରା ଦିନ୍ special ଥଣ୍ଡା ଦହି ଲସି 🥛😋 | ମାତ୍ର 2 ମିନିଟ୍ ରେ
page କେ follow ଆଉ vdo କେ like ନିଶ୍ଚୟ କରିବେ ସାଙ୍ଗମାନେ।




27/03/2026

ମୋର୍ ଘରର କାମ୍-କାଜ୍ ଆଉ ମୋର ସକାଲ୍ ର routine ☀️🏠☕✨

Address

Sambalpur

Website

Alerts

Be the first to know and let us send you an email when Ama Safar Ama swad sambalpuri lifestyle posts news and promotions. Your email address will not be used for any other purpose, and you can unsubscribe at any time.

Share