Rajaji

Rajaji Wohi karo jo aap ka dil chahta hai

24/05/2026

କାଲିର ଆଶ୍ଚର୍ଯ୍ୟ ଜଣକ ଘଟଣା..
ଭୁବନେଶ୍ୱରରୁ ପରିବାର ସହିତ ଘରକୁ ଫେରୁଥିଲୁ..
ଦେଖୁ ଦେଖୁ ହଠାତ ମାଡି ଆସିଲା ଝଡ଼ ତୁଫାନ..
ଆମେ ଫସିଗଲୁ ତା ଭିତରେ..
ଅଳ୍ପକେ ବର୍ତ୍ତିଲୁ..
ଗଛ ଡାଳ ପଡ଼ି ଗାଡି ସାମାନ୍ୟ ମାଡ଼ ବାଜିଛି..
ଟିକେ ଟୁଲା ହେଇଗଲା..
ଆମେ ସମସ୍ତେ ସୁରକ୍ଷିତ ଅଛୁ..
ରାତି 1.35 ରେ ଘରକୁ ପହଂଚିଲୁ..

ଆପଣ ମାନେ ସତର୍କ ରୁହନ୍ତୁ..
ସୁରକ୍ଷିତ ରୁହନ୍ତୁ..

17/05/2026

Koi bata sakta hai ye jagah kahan hai..??

Address

Umerkote
764073

Website

Alerts

Be the first to know and let us send you an email when Rajaji posts news and promotions. Your email address will not be used for any other purpose, and you can unsubscribe at any time.

Share